ବିନ୍ଦୁ ଜାଳ Bindu jāḻa

  • ସଂ. ବି. (ବିନ୍ଦୁ=କ୍ଷୁଦ୍ର ଚିହ୍ନ+ଜାଳ=ସମୂହ) — ବିନ୍ଦୁ ସମୂହ — A number of drops
  • ସଂ. ବି. (ବିନ୍ଦୁ=କ୍ଷୁଦ୍ର ଚିହ୍ନ+ଜାଳ=ସମୂହ) — ହସ୍ତୀର ଗଣ୍ଡ ସ୍ଥଳରେ ଥିବା କ୍ଷୁଦ୍ର କ୍ଷୁଦ୍ର ଚିହ୍ନ; ପଦ୍ମକ — The white or reddish spots on the temples of an elephant
  • ସଂ. ବି. (ବିନ୍ଦୁ=କ୍ଷୁଦ୍ର ଚିହ୍ନ+ଜାଳ=ସମୂହ) — ହାତିର ମୁହଁ ଓ ଶୁଣ୍ଢରେ ଚିତ୍ରିତ ବିନ୍ଦୁଚୟ — Marks of coloured paint on the trunk and face of an elephant (Apte)