ବିନିର୍ଧୁତ Binirrdhuta

  • ସଂ. ବିଣ—(ବି+ନିର୍ଦ୍ଧୁତ) — ବିତାଡିତ — Expelled
  • ସଂ. ବିଣ—(ବି+ନିର୍ଦ୍ଧୁତ) — ବିକମ୍ପିତ ହୋଇ ପାତିତ; ଝଡ଼ାଯାଇ ଖସିପଡ଼ିଥିବା — Shaken off; dispelled
  • ସଂ. ବିଣ—(ବି+ନିର୍ଦ୍ଧୁତ) — ଅବମାନିତ — Insulted