ବିନିନ୍ଡ୍ୟ Binindya
- ସଂ. ବିଣ (ବି+ନିନ୍ଦ୍ ଧାତୁ+କର୍ମ. ଯ) — ଅନିନ୍ଦ୍ୟ; ପ୍ରଶଂସନୀୟ — praiseworthy
- ସଂ. ବିଣ (ବି+ନିନ୍ଦ୍ ଧାତୁ+କର୍ମ. ଯ) — [ଉ—ବିନିନ୍ଦ୍ୟ ଦୃଢ଼ କ୍ରୋଡ଼ାସ୍ପଦ, ବିକାଶେ ସୁମନ ପ୍ରମୋଦ। ଭଞ୍ଜ. ବୈଦେହୀଶ. ବିଳାସ।]
- ସଂ. ବିଣ (ବି+ନିନ୍ଦ୍ ଧାତୁ+କର୍ମ. ଯ) — ଲାଞ୍ଛନୀୟ — Deserving censure