ବିନାଶୀ Bināṡī

  • ସଂ. ବିଣ. (ବିନାଶ+ଇନ୍; 1 ମା. 1 ବ) — ବିନାଶଶୀଳ; ନଶ୍ୱର — Perishable; liable to decay
  • ସଂ. ବିଣ. (ବିନାଶ+ଇନ୍; 1 ମା. 1 ବ) — (ବି+ନଶ ଧାତୁ ଣିଚ୍+କର୍ତ୍ତୃ. ଇନ୍) — Destroying
  • ଦେ. ବିଣ — ବିନା ନିମନ୍ତ୍ରଣରେ ଖାଇବାକୁ ଉପସ୍ଥିତ — Come to a feast without invitation
  • ଦେ. ବିଣ — [ଦ୍ର—ଏହା ଅନାଶୀ ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ।]