ବିନାଶିବା Bināṡibā

  • ଦେ. (ପଦ୍ୟ) କ୍ରି (ସଂ. ବିନାଶ) — ବିନାଶ କରିବା — To ruin; to destroy
  • ଦେ. (ପଦ୍ୟ) କ୍ରି (ସଂ. ବିନାଶ) — ବିନଷ୍ଟ ହେବା — To be destroyed
  • ଦେ. (ପଦ୍ୟ) କ୍ରି (ସଂ. ବିନାଶ) — (ଉ—ଏ କୁଳେ ଯେବା ଅଧିପତି, ଶୁଣନ୍ତେ ପାପ ବିନାଶନ୍ତି। ଜଗନ୍ନାଥ ଭାଗବତ।)