ବିନାପୂଜା Bināpūjā

  • ଦେ. ବିଣ (ସଂ. ବିନା+ପୂଜା) — ଅପୂଜିତ; ଯାହାଙ୍କର ପୂଜା କରାଯାଉ ନାହିଁ — Unworshipped
  • ଦେ. ବିଣ (ସଂ. ବିନା+ପୂଜା) — [ଉ—ବିନାପୂଜା ଦେବତା, ବିଚାରିଲେ ହୋଇବା ପୂଜିତା। ଭଞ୍ଜ. ବୈଦେହୀଶବିଳାସ।]