ବିନସ୍ Binas

  • ସଂ. ବିଣ. ପୁଂ (ବହୁବ୍ରୀହି; ବି=ନାହିଁ+ନାସିକା; ନାସିକାସ୍ଥାନରେ 'ନସ୍') — ବିଗତନାସିକ; ନାସିକା— ହୀନ — Bereft of the nose