ବିନଶ୍ୱର Binaṡwara

  • ସଂ. ବି (ବି+ନଶ୍ ଧାତୁ+ଶୀଳାର୍ଥରେ ବର) — ଅନିତ୍ୟ; ଅଚିରସ୍ଥାୟୀ — Temporary
  • ସଂ. ବି (ବି+ନଶ୍ ଧାତୁ+ଶୀଳାର୍ଥରେ ବର) — ଧ୍ୱଂସଶୀଳ — Perishable; destructible; subject to decay