ବିନଶ୍ୱତି Binaṡwati
- ଗ୍ରା. ବି (ପ୍ରାଚୀନ ପଦ୍ୟ; ସଂ. କ୍ରିୟା ବିନଶ୍ୟତି= ତାହା ବିନାଶପ୍ରାପ୍ତ ହେଲା) — ବିନାଶ — Ruin; destruction
- ଗ୍ରା. ବି (ପ୍ରାଚୀନ ପଦ୍ୟ; ସଂ. କ୍ରିୟା ବିନଶ୍ୟତି= ତାହା ବିନାଶପ୍ରାପ୍ତ ହେଲା) — [ଉ—ବିନିଦ୍ରରେ ରଭସ ବିନଶ୍ୟତି ଅବଶ୍ୟ କରିବ ବଇରି ସାହସେ ସେ, ବଂଶଧ୍ୱଂସ—ଭଞ୍ଜ. ବୈଦେହୀଶବିଳାସ।]
- ବିଣ — ବିନଷ୍ଟ — Ruined
- ବିଣ — [ଦ୍ର—ବିନଶ୍ୟତି ହେବ ଏତେ କହି, ବିବେକୀରେ କି କହିବି ମୁହିଁ। ଭଞ୍ଜ. ବୈଦେହୀଶବିଳାସ।]