ବିଧ୍ୱସ୍ତ Bidhwasta

  • ସଂ. ବିଣ (ବି+ଧ୍ୱନସ୍ ଧାତୁ+କର୍ମ. ତ) — ବିନଷ୍ଟ — Utterly ruined
  • ସଂ. ବିଣ (ବି+ଧ୍ୱନସ୍ ଧାତୁ+କର୍ମ. ତ) — ବିଲୁପ୍ତ — Extinguished
  • ସଂ. ବିଣ (ବି+ଧ୍ୱନସ୍ ଧାତୁ+କର୍ମ. ତ) — ଅପକୃତ — Injured