ବିଧ୍ୟାଭାସ Bidhyābhāsa

  • ସଂ. ବି — ଅର୍ଥାଳଙ୍କାରବିଶେଷ — A figure of speech in rhetoric
  • ସଂ. ବି — [ଦ୍ର—ଘୋର ଅନିଷ୍ଟ ବା ଅମଙ୍ଗଳର ସଂଭାବନାସୂଚକ ବାକ୍ୟ କଥକର ଅନିଚ୍ଛା— ସତ୍ତ୍ୱେ ପ୍ରକାଶିତ ହେଲେ ଏ ଅଳଙ୍କାର ହୁଏ—ହି. ଶ।]