ବିଧ୍ୟମାନ Bidhyamāna

  • ସଂ. ବି (ବ୍ୟଧ୍ ଧାତୁ=ପୀଡ଼ା ଦେବା; ବିଦ୍ଧ କରିବା+ କର୍ମ. ଆନ) — ପୀଡ୍ୟମାନ — Being oppressed
  • ସଂ. ବି (ବ୍ୟଧ୍ ଧାତୁ=ପୀଡ଼ା ଦେବା; ବିଦ୍ଧ କରିବା+ କର୍ମ. ଆନ) — ବିଦ୍ଧ କରାଯାଉଥିବା — Being pierced