ବିଧୂନିତ Bidhūnita
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ପ୍ରକମ୍ପିତ — Shaken
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ବିହ୍ୱଳ — Agitated; overwhelmed
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ତ୍ୟକ୍ତ — Abandoned
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ଭୀତ — Terrified
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ଅଭିଭୂତ — Afflicted; overwhelmed; overtaken
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ଦୂରୀକୃତ — Removed;
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ଅପସାରିତ — Held back; kept aloof
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ନିଃସାରିତ; ନିଃଷ୍କାଶିତ — Extracted
- ସଂ. ବିଣ (ବି+ଧୁ ଧାତୁ+କର୍ମ, ତ; ନିପାତନ) — ଝଡ଼ା ହୋଇ ଫିଙ୍ଗା ଯାଇ ଥିବା — Shaken off