ବିଧିରେ Bidhire

  • ଦେ. ଅ — ଫଳତଃ; କାର୍ଯ୍ୟତଃ — Virtually; in the end; actually
  • ଦେ. ଅ — [ଉ—ବିଧିରେ ଅସୁର ବିଧୀରେ ସୁର କଲେ ପୁରନ୍ଦର। ଭଞ୍ଜ. ବୈଦେହୀଶବିଳାସ।]