ବିଧିମନ୍ତ Bidhimanta

  • ଦେ. କ୍ରି. ବିଣ — ବିଧିମତ (ଦେଖ) — Bidhimata (See)
  • ଦେ. କ୍ରି. ବିଣ — [ଉ—ବିଧିମନ୍ତ କରି ଶକୁନ୍ତଳାର କର, ଗାନ୍ଧର୍ବ ବିବାହରେ ଧଇଲେ ନୃପବର। କୃଷ୍ଣସିଂହ. ମହାଭରତ ଆଦି।]
  • ଦେ. ବିଣ — ବିଧିଜ୍ଞ (ଦେଖ) — Bidhijn̄a (See)