ବିଧି ଲିଖନ Bidhi likhana

  • ସଂ. ବି ( 6 ଷ୍ଠୀ ତତ୍; ବିଧି+ଲିଖନ) — କର୍ମଲିଖନ, ଅଦୃଷ୍ଟ; ଭାଗ୍ୟ; ଯାହା ଘଟିବ ବୋଲି କପାଳରେ ଲେଖାଥାଏ — The decree of Fate; Providence; events preordained by God