ବିଧି ବିଡ଼ମ୍ବନା Bidhi biṟḍ̠ambanā

  • ସଂ. ବି. ( 6 ଷ୍ଠୀ ତତ୍; ବିଧି+ବିଡ଼ମ୍ବନା) — ଅଦୃଷ୍ଟର ବଞ୍ଚନା ବା ପ୍ରତାରଣା; ବିଧାତାର ଛଳନା — Tantalisation by Fate; irony of fate
  • ସଂ. ବି. ( 6 ଷ୍ଠୀ ତତ୍; ବିଧି+ବିଡ଼ମ୍ବନା) — ଦୁର୍ଭାଗ୍ୟ — A bad turn of one's fate; misfortune