ବିଧି ବିଧାନ Bidhi bidhāna

  • ସଂ. ବି ( 6 ଷ୍ଠୀ ତତ୍) — ବିଧିର ଲିଖନ; ଈଶ୍ୱରାଦେଶ — Providence; the decree of Fate
  • ସଂ. ବି ( 6 ଷ୍ଠୀ ତତ୍) — (ଉ—ବିଧିବିଧାନ ପୁଣ୍ୟମୟ. ଗାଅ ହେ ସେହି ବିଧି ଜୟ। ମଧୁସୂଦନ ଛାନ୍ଦମାଳା।)
  • ସଂ. ବି ( 6 ଷ୍ଠୀ ତତ୍) — (ଏକାର୍ଥକ ସହଚର) ବିଧି ବା ନିୟମ — Rules and regulations
  • ସଂ. ବି ( 6 ଷ୍ଠୀ ତତ୍) — ନିୟତି, ଭାଗ୍ୟ — Fate
  • ସଂ. ବି ( 6 ଷ୍ଠୀ ତତ୍) — ବିଧିବନ୍ଧନ (ଦେଖ) — Bidhibandhana (See)