ବିଧା Bidhā

  • ସଂ. ବି. (ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ବିଧ (ଦେଖ) — Bidha (See)
  • ସଂ. ବି. (ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ଭଡ଼ା — Hire (Apte)
  • ସଂ. ବି. (ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — ମୂଲ — Wages (Apte)
  • ସଂ. ବି. (ବି+ ଧା ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ) — କର୍ମ; କାର୍ଯ୍ୟ — Act; action (Apte)
  • ଦେ. ବି. (ସଂ. ବଦ୍ଧ ମୁଷ୍ଟ୍ୟାଘାତ) ମୁଷ୍ଟ୍ୟା— ଘାତ; ମୁଷ୍ଟି ପ୍ରହାର; ହାତକୁ ମୁଠା କରି ମୁଷ୍ଟିବଦ୍ଧ କର— ତଳର କନିଷ୍ଠାଙ୍ଗୁଳି ପାର୍ଶ୍ୱ ଦ୍ୱାରା କୌଣସି ବ୍ୟକ୍ତିକୁ କରାଯିବା ଆଘାତ — Fisticuff; a blow with the fist
  • ଦେ. ବି. (ସଂ. ବଦ୍ଧ ମୁଷ୍ଟ୍ୟାଘାତ) [ଉ—ପାଖକୁ ବଜାଅନ୍ତେ ଦେଖାଇଣ ବିଧା। ହେଲା ତାର ପ୍ରାଣପବନଯାକ ରୁଦ୍ଧା—କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. ବି. (ସଂ. ବଦ୍ଧ ମୁଷ୍ଟ୍ୟାଘାତ) [ଦ୍ର—କରତଳକୁ ମୁଠା କରି କନିଷ୍ଠାଙ୍ଗୁଳି ଆଡ଼ର ପାଖଦ୍ୱାରା କରାଯିବା ଆଘାତକୁ ବିଧା ଓ ବୃଦ୍ଧାଙ୍ଗୁଳି ଆଡ଼ର ପାଖଦ୍ୱାରା ଆଘାତକୁ ମୁଥ ବା ମୁଖୀ ବୋଲାଯାଏ। ମୁଥ ବା ମୁଖୀ ଆକ୍ରାନ୍ତ ବ୍ୟକ୍ତିର ମୁଖରେ ବା ଗାଲରେ ବଜାଯାଏ। ମୁଠା କରାଯାଇଥିବା କରତଳଦ୍ୱାରା ଆଗକୁ ଭୁଷିବା ଆଘାତକୁ ଢୁସା ବା ଠଣା ବୋଲାଯାଏ।]