ବିଧାତା ଲିଖନ Bidhātā likhana

  • ଦେ. ବି (ସଂ. ବିଧାତୃ—ଲିଖନ) — ମନୁଷ୍ୟର ଜୀବନରେ ଯାହା ଯାହା ଘଟିବା ବୋଲି ମନୁଷ୍ୟର ଜନ୍ମ ପୂର୍ବରୁ ବିଧାତା କପାଳରେ ଲେଖି ଥାଆନ୍ତି — An event which has been preordained by God and noted on the brow of a person before he is born