ବିଦ୍ୱିଷ୍ Bidwish

  • ସଂ. ବି (ବି+ଦ୍ୱିଷ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବୈରୀ; ଶତ୍ରୁ — Enemy
  • ସଂ. ବି (ବି+ଦ୍ୱିଷ୍ ଧାତୁ+କର୍ତ୍ତୃ. କ୍ୱିପ୍) — ପ୍ରତିନ୍ଦ୍ୱନ୍ଦୀ — Antagonistic; rival
  • ସଂ. ବି (ବି+ଦ୍ୱିଷ୍ ଧାତୁ+କର୍ତ୍ତୃ. କ୍ୱିପ୍) — (+ଭାବ. କ୍ୱିପ୍) ଚେଷ୍ଟା — Attempt.(ପ୍ରକୃତିବାଦ)