ବିଦ୍ୱିଷ୍ଟ Bidwishṭa

  • ସଂ. ବିଣ. ପୁଂ (ବି+ଦ୍ୱିଷ୍ ଧାତୁ+କର୍ମ. ତ) — ଯାହାକୁ ବିଦ୍ୱେଷ କରାଯାଏ; ବିଦ୍ୱେଷଭାଜନ — Object of hatred or enmity
  • ସଂ. ବିଣ. ପୁଂ (ବି+ଦ୍ୱିଷ୍ ଧାତୁ+କର୍ମ. ତ) — ଘୃଣିତ — Hated; disliked