ବିଦ୍ୱତ୍ତମ Bidwattama

  • ସଂ. ବିଣ (ବିଦ୍ୱସ୍= ବିଦ୍ୱତ୍+ତମ) — ବହୁଲୋକଙ୍କ ମଧ୍ୟରେ ବଡ଼ ବିଦ୍ୱାନ୍; ଅଦ୍ୱିତୀୟ ପଣ୍ଡିତ — Most learned
  • ସଂ. ବିଣ (ବିଦ୍ୱସ୍= ବିଦ୍ୱତ୍+ତମ) — ସର୍ବଶ୍ରେଷ୍ଠ — Best