ବିଦ୍ୱତ୍କଳ୍ପ Bidwat-kaḻpa

  • ସଂ. ବିଣ. ପୁଂ (ବିଦ୍ୱସ୍+ସାମାନ୍ୟ ନ୍ୟୃନାର୍ଥେ କଳ୍ପ) — ପଣ୍ଡିତ ସଦୃଶ୍ୟ; ପଣ୍ଡିତ ତୁଲ୍ୟ (ବ୍ୟକ୍ତି) — Approaching a learned man in wisdom