ବିଦ୍ରୋହାଚରଣ Bidrohācharaṇa

  • ସଂ. ବି. ( 6 ଷ୍ଠୀ ତତ୍; ବଦ୍ରୋହ+ଆଚରଣ) — ବିରୋଧାଚାରଣ; ଅନିଷ୍ଟାଚରଣ — Rising or acting against an authority
  • ସଂ. ବି. ( 6 ଷ୍ଠୀ ତତ୍; ବଦ୍ରୋହ+ଆଚରଣ) — ରାଜଶାସନ ପ୍ରତି ଅସମ୍ମାନ ପ୍ରଦର୍ଶନ — Raising. of a revolt; disregard of lawful authority or established government