ବିଦ୍ରୂପ Bidrūpa
- ଦେ. ବି. (ସଂ. ବିଦ୍ରବ, ବିରୂପ; ବଙ୍ଗୀୟ ଲେଖକଙ୍କ ଲେଖାରୁ ଆଧୁନିକ ଓଡ଼ିଆରେ ଗୃହୀତ) — ପରିହାସ — Jesting; redicule; mockery
- ଦେ. ବି. (ସଂ. ବିଦ୍ରବ, ବିରୂପ; ବଙ୍ଗୀୟ ଲେଖକଙ୍କ ଲେଖାରୁ ଆଧୁନିକ ଓଡ଼ିଆରେ ଗୃହୀତ) — ବ୍ୟଙ୍ଗ — Irony; satire
- ଦେ. ବି. (ସଂ. ବିଦ୍ରବ, ବିରୂପ; ବଙ୍ଗୀୟ ଲେଖକଙ୍କ ଲେଖାରୁ ଆଧୁନିକ ଓଡ଼ିଆରେ ଗୃହୀତ) — [ଦ୍ର—ଏହା ବ୍ୟଙ୍ଗ ଶବ୍ଦ ପରେ ଏକାର୍ଥକ ସହଚର ରୂପେ ବ୍ୟବହୃତ ହୁଏ।]