ବିଦ୍ଧା Biddhā

  • ସଂ. ବି — ଦେହ ତମାମ କୁଣ୍ଡିଆ ବାହାରି ଯିବା, ଏକ ପ୍ରକାର କ୍ଷୁଦ୍ର ରୋଗ (ହି. ଶ) — A kind of disease in which eruptions come out over the whole body
  • ଦେ. ବି — ବିଧା (ଦେଖ) — Bidhā (See)