ବିଦ୍ଧ କର୍ଣ୍ଣ Biddha karṇṇa

  • ସଂ. ବିଣ. ପୁଂ (ବହୁବ୍ରୀହି; ବିଦ୍ଧ+କର୍ଣ୍ଣ) — ଯାହାର କାନ ଫୋଡ଼ା ହୋଇଅଛି — Having the ears bored
  • ସଂ. ବି — ଲତାବିଶେଷ; ଅକାନବିନ୍ଧି — A creeper; Cissampelos Hexandra