ବିଦାୟ ଗ୍ରହଣ Bidāya grahaṇa

  • ଦେ. ବି. (ଆ. ବିଦାଆ+ସଂ. ଗ୍ରହଣ) — କାର୍ଯ୍ୟରୁ ଛୁଟି ନେବା — Taking leave
  • ଦେ. ବି. (ଆ. ବିଦାଆ+ସଂ. ଗ୍ରହଣ) — କାର୍ଯ୍ୟରୁ ଚିରକାଳ ପାଇଁ ଅବସର ଗ୍ରହଣ — Retiring from service
  • ଦେ. ବି. (ଆ. ବିଦାଆ+ସଂ. ଗ୍ରହଣ) — କାର୍ଯ୍ୟରୁ ଇସ୍ତଫା ଦେବା — Resigning a service
  • ଦେ. ବି. (ଆ. ବିଦାଆ+ସଂ. ଗ୍ରହଣ) — ଯିବା ପାଇଁ ଅନୁମତି ନେବା — Taking leave to go