ବିଦାୟ ଗ୍ରହଣ କରିବା Bidāya grahaṇa karibā

  • ଦେ. କ୍ରି — ଯିବା ପାଇଁ ଛୁଟି ନେବା — To take leave
  • ଦେ. କ୍ରି — କାର୍ଯ୍ୟରୁ ଚିରକାଳ ପାଇଁ ଅବସର ନେବା — To retire from service
  • ଦେ. କ୍ରି — ଯିବା ପାଇଁ ଅନୁମତି ନେବା — To take permission to go