ବିଦାରୀ Bidārī
- ସଂ. ବି — (ବି+ଦୃ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ. ବୈଦ୍ୟକ) — (ବି+ଦୃ ଧାତୁ+କର୍ତ୍ତୃ. ଇନ୍;ମା.ବ. ବୈଦ୍ୟକ)
- ସଂ. ବି — ଗଳନାଳୀର ଶ୍ଲୈଷ୍ମିକ ପ୍ରଦାହ (ରୋଗ); ଶରଦି ଯୋଗୁଁ ଗଳାରେ କଫ ଜମି ଗଳା ଚିରି ହେବାପରି ଜଣାଯିବା ରୋଗ — 1. Phlegmonous pharyngites
- ସଂ. ବି — [ଦ୍ର—ଏହା 18 ପ୍ରକାର କଣ୍ଠ ରୋଗମଧ୍ୟରୁ ଏକତମ—ହି. ଶ.।] — [ଦ୍ର—ଏହା18ପ୍ରକାର କଣ୍ଠ ରୋଗମଧ୍ୟରୁ ଏକତମ—ହି. ଶ.]
- ସଂ. ବି — (ବିଦାର+ସ୍ତ୍ରୀ. ଈ) ଭୂମି କୁଷ୍ମାଣ୍ଡ; ଭୂଇଁ କଖାରୁ — Ipomœa Paniculata
- ସଂ. ବି — ଶତପର୍ଣ୍ଣ; ଶାଳପର୍ଣ୍ଣୀ — Desmodium Gangeticum (medicinal plant)
- ସଂ. ବି — କ୍ଷୀରକାକୋଳୀ (ହି. ଶ.) (ଦେଖ) — Kshīrakākoḻī (See)
- ସଂ. ବିଣ. ପୁଂ — ବିଦାରଣକାରୀ — lacerating; piercing
- ସଂ. ବିଣ. ପୁଂ — [ଉ—ଜୟ ଦୁଷ୍ଟ ହିରଣ୍ୟକଶିପୁ—ବିଦାରୀ; କୃଷ୍ଣ— ସିଂହ. ମହାଭାରତ. ବିରାଟ।]
- ସଂ. ବିଣ. ପୁଂ — [ଦ୍ର—ଏହା ଅନ୍ୟ ଶବ୍ଦ ପରେ ବ୍ୟବହୃତ ହୁଏ।]