ବିଦପର Bidapara

  • ଦେ. ବିଣ. (ସଂ, ବିଦ=ପଣ୍ଡିତ+ପର=ପରମ; ଅତ୍ୟନ୍ତ) — ପରମପଣ୍ଡିତ; ବିଶେଷଜ୍ଞ — Highly learned; very wise
  • ଦେ. ବିଣ. (ସଂ, ବିଦ=ପଣ୍ଡିତ+ପର=ପରମ; ଅତ୍ୟନ୍ତ) — (ଉ—ବିଦପର ତାପସ—ଦତ୍ତ ହବି, ବିହିତ ଦଶରୂପ ରଖ ଭୁବି। ଭଞ୍ଜ, ବୈଦେହୀଶବିଳାସ।)