ବିଦନ୍ତମୁଦ୍ରା Bidantamudrā
- ଦେ. ବିଣ (ବି+ଦନ୍ତମୁଦ୍ରା) — ଦନ୍ତଚିହ୍ନ ବସି ନ ଥିବା; ଯହିଁରେ ଦନ୍ତର କ୍ଷତ ଚିହ୍ନ ନାହିଁ — Having no mark to biting left on it
- ଦେ. ବିଣ (ବି+ଦନ୍ତମୁଦ୍ରା) — (ଉ—ବିଦନ୍ତମୁଦ୍ରା ରସାଳ, ବିଯୋଗ କଲେ ବିଶାଳ, ବନଜାକ୍ଷ ତତପର, ବସୁଧାପର ଯେ। ଭଞ୍ଜ, ବୈଦବୈଦେହୀଶବିଳାସ।େହୀଶ— ବିଳାସ।)