ବିତୁନ୍ନ Bitunna

  • ସଂ. ବି (ବି+ତୁନ୍ନ ଧାତୁ= ବ୍ଯଥା ଉପଶମ କରିବା+କର୍ତ୍ତୃ ଅ) — ସୁନିଷନ୍ନକ ଶାକ; (ସୁନୁସୁନିଆ ଶାଗ) — A kind of pot herb growing near water; Marsilia Quadrifolia
  • ସଂ. ବି (ବି+ତୁନ୍ନ ଧାତୁ= ବ୍ଯଥା ଉପଶମ କରିବା+କର୍ତ୍ତୃ ଅ) — [ଦ୍ର—ଏହା ପାଣି—କୂଳରେ ଜନ୍ମେ। ଏହାକୁ ଖାଇଲେ କ୍ଲାନ୍ତି ଦୂର ହୋଇ ସୁନିଦ୍ରା ହୁଏ।]
  • ସଂ. ବି (ବି+ତୁନ୍ନ ଧାତୁ= ବ୍ଯଥା ଉପଶମ କରିବା+କର୍ତ୍ତୃ ଅ) — ଶୈବାଳ; ଶିଉଳି — Moss