ବିତୀର୍ଣ୍ଣ Bitīrṇṇa

  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ଅର୍ପିତ — 1. Entrusted
  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ପ୍ରଦତ୍ତ — Given
  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ବିତିରିତ — Distributed
  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ବ୍ୟାପ୍ତ — Spread
  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ଆଚ୍ଛାଦିତ — Covered
  • ସଂ. ବିଣ (ବି+ତୃ ଧାତୁ+କର୍ମ. ତ) — ଉତ୍ତୀର୍ଣ୍ଣ; ଅତିକ୍ରାନ୍ତ — Passed over; got over a difficulty