ବିତରିବା Bitaribā

  • ଦେ. (ପଦ୍ୟ) କ୍ରି (ବି+ତୃ ଧାତୁ) — ବିତରଣ କରିବା; ବାଣ୍ଟିବା — To distribute; to give away