ବିଡ୍ୟୋତ୍ Bidyot

  • ସଂ. ବି. (ବି+ଦ୍ୟୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ବିଦ୍ୟୁତ୍ (ହି. ଶ) — Lightning
  • ସଂ. ବି. (ବି+ଦ୍ୟୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଦୀପ୍ତି; ପ୍ରଭା; କାନ୍ତି; ଦ୍ୟୁତି — Lustre; splendour
  • ସଂ. ବି. (ବି+ଦ୍ୟୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ଅପ୍ସରୋ ବିଶେଷ (ହି. ଶ) — Name of a heavenly nymph