ବିଡ୍ୟୁଲ୍ଲତା Bidyullatā

  • ସଂ. ବି. (ବିଦ୍ୟୁତ୍+ଲତା) — ଲତା ଆକୃତି ବିଶିଷ୍ଟ ବିଦ୍ୟୁତ୍; ବିଜୁଳିର ରେଖା — A streak of lightning
  • ସଂ. ବି. (ବିଦ୍ୟୁତ୍+ଲତା) — ମେଘଜ୍ୟୋତିଃ; ବଜ୍ରାଗ୍ନି — Lightning
  • ସଂ. ବି. (ବିଦ୍ୟୁତ୍+ଲତା) — ତଡ଼ିତ୍ ଶକ୍ତି — Electricity