ବିଡ୍ୟୁଦ୍ବୀକ୍ଷଣ Bidyud-bīkshaṇa
- ସଂ. ବି. (ଆଧୁନିକ ବିଜ୍ଞାନ) ବିଦ୍ୟୁତ୍ ବା ତଡ଼ିତ୍ ଶକ୍ତି ବା ପ୍ରବାହର ଅବସ୍ଥିତି ଗତି ଓ ବେଗ ଆଦି ପ୍ରଦର୍ଶନ କରିବା ଯନ୍ତ୍ରବିଶେଷ — Electroscope
- ସଂ. ବି. (ଆଧୁନିକ ବିଜ୍ଞାନ) [ଦ୍ର— ଏହା ଦୁଇ ପ୍ରକାର; 1 । ସ୍ୱର୍ଣ୍ଣପତ୍ର ବିଦ୍ୟୁଦ୍ବୀକ୍ଷଣ — [ଦ୍ର— ଏହା ଦୁଇ ପ୍ରକାର;1 ସ୍ୱର୍ଣ୍ଣପତ୍ର ବିଦ୍ୟୁଦ୍ବୀକ୍ଷଣ—Gold leaf electroscope.ଏବଂ2 ସଞ୍ଚାୟୀ ବିଦ୍ୟୁଦ୍ବୀକ୍ଷଣ]Condensing electroscope