ବିଡ୍ୟୁଦ୍ଦାମ Bidyuddāma

  • ସଂ. ବି. (ବିଦ୍ୟୁତ୍+ଦାମ) — ଖୁବ୍ ଦୀପ୍ତିମୟ ମାଳା — Very shining or bright garland
  • ସଂ. ବି. (ବିଦ୍ୟୁତ୍+ଦାମ) — ମାଳାପରି ପ୍ରକାଶିତ ହେବା ବିଦ୍ୟୁତ୍ — Lightning flashes like a garland of light