ବିଡ୍ୟୁତ୍ Bidyut

  • ସଂ. ବି. (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ବା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ସୌଦା— ମିନୀ; ବିଜୁଳି — Lightning
  • ସଂ. ବି. (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ବା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ତଡ଼ିତ୍ଶକ୍ତି — Electricity
  • ସଂ. ବି. (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ବା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — [ଦ୍ର—ତଡ଼ିତ ତଳେ ନୋଟ୍ ଦେଖ]
  • ସଂ. ବି. (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ବା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — ସନ୍ଧ୍ୟା — Evening
  • ସଂ. ବି. (ବହୁବ୍ରୀହୀ, ବି=ଅଳ୍ପକ୍ଷଣସ୍ଥାୟୀ+ଦ୍ୟୁତ୍=ଦୀପ୍ତି; କିମ୍ବା ବି+ଦ୍ୱୁତ୍ ଧାତୁ+କର୍ତ୍ତୃ. କ୍ୱିପ୍) — (+ଭାବ. କ୍ୱିପ୍) କାନ୍ତି — Beauty; lustre
  • ସଂ. ବିଣ. (ବହୁବ୍ରୀହି; ବି+ଦ୍ୟୁତ୍) ନିଷ୍ପ୍ରଭ; ଆଭାହୀନ — Lustreless
  • ସଂ. ବିଣ. (ବହୁବ୍ରୀହି; ବି+ଦ୍ୟୁତ୍) ଅତ୍ୟନ୍ତ ଦୀପ୍ତିମାନ (ହି. ଶ) — Very shining; brilliant