ବିଡ୍ୟୁତ୍କେଶ Bidyut-keṡa

  • ସଂ. ବି — ରାମାୟଣୋକ୍ତ ରାକ୍ଷସବିଶେଷ — Name of a demon
  • ସଂ. ବି — [ଦ୍ର—ଏ ଦ୍ୱେତି ନାମକ ରାକ୍ଷସର ଔରସରେ କାଳ ରାକ୍ଷସର କନ୍ଯା ଭୟା ଗର୍ଭରୁ ଜନ୍ମିଥିଲା। ଏହା ଔରସରେ ପୌଲୋମୀ ଗର୍ଭରୁ ରାକ୍ଷସବଂଶର ବୃଦ୍ଧି ହୋଇଥିଲା—ହି. ଶ।]