ବିଡ୍ୟାର୍ଥୀ Bidyārthī

  • ସଂ. ବିଣ.ପୁଂ (ଉପପଦ ତତ୍ପୁରୁଷ; ବିଦ୍ଯା+ଅର୍ଥ+କର୍ତ୍ତୃ. ଇନ୍; 1 ମା. 1 ବ) — ବିଦ୍ଯା ପଢ଼ିବା ନିମନ୍ତେ ଗୁରୁଙ୍କ ନିକଟରେ ଉପସ୍ଥିତ — Appearing before a teacher to study with him
  • ସଂ. ବିଣ.ପୁଂ (ଉପପଦ ତତ୍ପୁରୁଷ; ବିଦ୍ଯା+ଅର୍ଥ+କର୍ତ୍ତୃ. ଇନ୍; 1 ମା. 1 ବ) — ବିଦ୍ଯା ଶିକ୍ଷା କରିବାକୁ ଇଚ୍ଛୁକ — Desirous of educaton
  • ସଂ. ବି — ଶିଷ୍ୟ; ଛାତ୍ର — Student; pupil