ବିଡ୍ୟାମାନ Bidyamāna

  • ସଂ. ବିଣ. ପୁଂ (ବିଦ୍ ଧାତୁ= ରହିବା; ହେବା+କର୍ତ୍ତୃ. ଶାନଚ୍) — ବର୍ତ୍ତମାନ; ଉପସ୍ଥିତ — Present; existing
  • ଦେ. ବିଣ — ଜୀବିତ — Living
  • ଗ୍ରା. (କଚିରିଆ) ବି (ସଂ. ବିଦ୍ଯମାନତା) — ଜୀବନକାଳ — Lifetime
  • ଗ୍ରା. (କଚିରିଆ) ବି (ସଂ. ବିଦ୍ଯମାନତା) — ନୈକଟ୍ୟ; ସାମୀପ୍ୟ — Vicinity
  • ଗ୍ରା. (କଚିରିଆ) ବି (ସଂ. ବିଦ୍ଯମାନତା) — ଉପସ୍ଥିତି — Presence
  • ଗ୍ରା. (କଚିରିଆ) ବି (ସଂ. ବିଦ୍ଯମାନତା) — ଅସ୍ତିତ୍ୱ — Existence
  • ଗ୍ରା. (କଚିରିଆ) ବି (ସଂ. ବିଦ୍ଯମାନତା) — (ଯଥା— ପିତାଙ୍କ ବିଦ୍ଯମାନରେ ପୁତ୍ର ଘରେ ମୁରବୀ ହୋଇ ନ ପାରେ।)
  • ଦେ. ଅ — ସମ୍ମୁଖରେ; ଉପସ୍ଥିତିରେ — Before; in front of
  • ଦେ. ଅ — (ଉ— ତମସ ଶୁଣି ତା ବଚନ । କହନ୍ତି ସଭା ବିଦ୍ଯମାନ— ଜଗନ୍ନାଥ. ଭାଗବତ ।)