ବିଡ୍ୟାମନ୍ତ Bidyāmanta

  • ଦେ. ବିଣ. (ସଂ. ବିଦ୍ୟାବତ୍) — ବିଦ୍ୱାନ୍ — Learned
  • ଦେ. ବିଣ. (ସଂ. ବିଦ୍ୟାବତ୍) — (ଉ—ବିଦ୍ୟାବନ୍ତ ଜନେ ଯେ କମଳା ସାର ଭଣି। ଭଞ୍ଜ, ବୈଦେହୀଶବିଳାସ।)