ବିଡ୍ୟାନିଧି Bidyānidhi

  • ସଂ. ବି. ( 6 ଷ୍ଠୀ ତତ୍; ବିଦ୍ୟାର ନିଧି, ଅର୍ଥାତ୍ ସ୍ଥାନ, ଆଧାର) — ମହାପଣ୍ଡିତ — A very larned person
  • ଦେ. ବି. — ପଣ୍ଡିତଙ୍କୁ ଦିଆଯିବା ଉପାଧି ବିଶେଷ — Title given to very larned Pandits