ବିଡ୍ୟାନଗର Bidyānagara
- ଦେ. ବି. (ନାମ) — ମାନ୍ଦ୍ରାଜ ପ୍ରଦେଶର ବିଶାଖା— ପାଟଣା ଜିଲ୍ଲାର ଆଧୁନିକ ବିଜୟନଗର — The modern Vizanagram in Madras Presidency
- ଦେ. ବି. (ନାମ) — ଦ୍ର—ରାଜା ପ୍ରତାପରୁଦ୍ରଙ୍କ ସମୟରେ ଏହା ଉତ୍କଳ ରାଜ୍ୟଭୁକ୍ତ ଥିଲା । ପ୍ରବାଦ ଅଛି ଯେ କାଳିଦାସ ନିଜ ପାଣ୍ଡିତ୍ୟ ବଳରେ ଭାରତର ସବୁ ଦେଶର ପଣ୍ଡିତମାନଙ୍କୁ ଜୟ କରିଥିଲେ, ମାତ୍ର ବିଦ୍ୟାନଗରୀକୁ ଜିଣି ପାରି ନ ଥିଲେ ।]