ବିଡ୍ୟାଧର ପାଲା Bidyādhara pālā

  • ଦେ. ବି — ଯେଉଁ ପାଲାରେ ବିଦ୍ୟାଧର ନାମକ ବ୍ୟକ୍ତିର ଜୀବନରେ ପ୍ରତ୍ୟକ୍ଷୀଭୁତ ସତ୍ୟ— ନାରାୟଣ ବା ସତ୍ୟପୀରଙ୍କର ମାହାତ୍ମ୍ୟ ଗଳ୍ପାକାରରେ ବର୍ଣ୍ଣିତ ହୋଇଅଛି — A religious ballad describing the life of one 'Bidyādhara'
  • ଦେ. ବି — [ଦ୍ର—ପାଲା ତଳେ ନୋଟ୍ ଦେଖ ।]