ବିଡ୍ୟାଦାନ Bidyādāna

  • ସଂ. ବି ( 6 ଷ୍ଠୀ ତତ୍; ବିଦ୍ଯା+ଦାନ) — ଜ୍ଞାନଦାନ — The imparting of knowledge
  • ସଂ. ବି ( 6 ଷ୍ଠୀ ତତ୍; ବିଦ୍ଯା+ଦାନ) — ଶିକ୍ଷାଦାନ; ଛାତ୍ରଙ୍କୁ ପଢ଼ାଇବା — The imparting of education; teaching