ବିଡ୍ୟାକର Bidyākara

  • ସଂ. ବି. ପୁଂ ଓ ସ୍ତ୍ରୀ—( 6 ଷ୍ଠୀ ତତ୍; ବିଦ୍ଯା+ଆକର) — ବିଦ୍ୟାର ଖଣି; ପଣ୍ଡିତ — Learned persons; a mine of learning
  • ସଂ. ବି. ପୁଂ—(ବିଦ୍ଯା+କୃ ଧାତୁ +କର୍ତ୍ତୃ. ଅ) — ଜ୍ଞାନପ୍ରଦ — Imparting knowledge
  • ଦେ. ବି. ପୁଂ — ଲୋକଙ୍କ ନାମ — A name given to males